Home ଅପରାଧ ଖାରିଗୁମାରେ ଗର୍ଭବତୀ ସ୍ତ୍ରୀ କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ : ମୋହନା ଥାନାରେ ମାମଲା ରୁଜ୍ଜୁ – ପୋଲିସ ପକ୍ଷରୁ ତଦନ୍ତ ଜାରି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାରିଗୁମା ଗାଁ ରେ ନିଜ ସ୍ତ୍ରୀ କୁ ସ୍ବାମୀ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ମୋହନା ଥାନାରେ ଆଜି ସଂନ୍ଧ୍ୟା ୬ଟା ସମୟରେ ଅଭିଯୋଗ ହୋଇଛି। ହତ୍ୟା ର ଶିକାର ହୋଇଥିବା ମହିଳା ଜଣକ ହେଲେ ଖାରାଗୁମା ଗାଁ ର କୁନି ଶବର । ସେ ୬ ମାସର ଗର୍ଭବତୀ ଥିବା ବେଳେ ତାକୁ ତାଙ୍କର ସ୍ବାମୀ ସଞ୍ଜୟ ଶବର ମାଡ ମାରି ଆଜି ସକାଳ ୮ଘଣ୍ଟ ସମୟରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ଭାଇ କାଳିଆ ମଣ୍ଡଳ । ଏ ନେଇ ମୋହନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରିଛି । ତଦନ୍ତ ଜାରି ରଖିଛି। ହତ୍ୟା ର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି।ଆର,ଉଦୟଗିରି (୧୦/୮/୨୦୨୪) ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାରିଗୁମା ଗାଁ ରେ ନିଜ ସ୍ତ୍ରୀ କୁ ସ୍ବାମୀ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ମୋହନା ଥାନାରେ ଆଜି ସଂନ୍ଧ୍ୟା ୬ଟା ସମୟରେ ଅଭିଯୋଗ ହୋଇଛି। ହତ୍ୟା ର ଶିକାର ହୋଇଥିବା ମହିଳା ଜଣକ ହେଲେ ଖାରାଗୁମା ଗାଁ ର କୁନି ଶବର । ସେ ୬ ମାସର ଗର୍ଭବତୀ ଥିବା ବେଳେ ତାକୁ ତାଙ୍କର ସ୍ବାମୀ ସଞ୍ଜୟ ଶବର ମାଡ ମାରି ଆଜି ସକାଳ ୮ଘଣ୍ଟ ସମୟରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ଭାଇ କାଳିଆ ମଣ୍ଡଳ । ଏ ନେଇ ମୋହନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରିଛି । ତଦନ୍ତ ଜାରି ରଖିଛି। ହତ୍ୟା ର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି । Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ by Proprietor Abhimanyu Maharana September 18, 2026 London hosts”Yoga : An Appeal For Peace “Programme" by Proprietor Abhimanyu Maharana September 18, 2026 ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026