କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମି ଦିବସ ଏବଂ ଅଭିଭାବକ ବୈଠକ
ଉକ୍ତ ଅବସରରେ ମଧ୍ୟ ଶିକ୍ଷକ ତାରିଣୀ ଚରଣ ମଣ୍ଡଳ କନ୍ୟାକୁ ବଞ୍ଚାଅ ଏବଂ କନ୍ୟାକୁ ପଢାଅ, କେଦାରନାଥ କର ମୋବାଇଲର ସଦ ବ୍ୟବହାର, ଏବଂ ପ୍ରଜ୍ଞାଦୀପ୍ତା ପାଇକ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଆଲୋକ ପାତ କରାଇଥିଲେ lବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଵା ସହିତ lସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିଥିଲେ l
Related Content
୩୪ ବର୍ଷର ଶିକ୍ଷା ସେବାରେ ପୂର୍ଣଚ୍ଛେଦ : ଅଧ୍ୟକ୍ଷ ପ୍ରମୋଦ ରଥଙ୍କ ଭାବବିହ୍ୱଳ ବିଦାୟ
by
Proprietor Abhimanyu Maharana
July 2, 2026
ଶିକ୍ଷା ଦୀପ ଜାଳି ଅବସର : ତୁରେକେଲାରେ ଗୁରୁଜନଙ୍କୁ ସ୍ନେହ-ସମ୍ମାନରେ ବିଦାୟ
by
Proprietor Abhimanyu Maharana
July 2, 2026
ଘୁଷୁରାମୁଣ୍ଡା ଅଙ୍ଗନବାଡି ବିବାଦର ଅନ୍ତ : ମାତୃମଣ୍ଡଳୀଙ୍କୁ ରୋଷେଇ ଦାୟିତ୍ୱ, ଖୋଲିଲା ତାଲା
by
Proprietor Abhimanyu Maharana
July 2, 2026
କଣ୍ଟାବାଞ୍ଜି ଉତ୍କଳ ବାଳାଶ୍ରମରେ 4 ଦିନିଆ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ : ଶିଶୁଙ୍କୁ ସ୍ୱାସ୍ଥ୍ୟ-ସଚେତନତାର ପାଠ
by
Proprietor Abhimanyu Maharana
July 2, 2026
ପ୍ରେମିକାକୁ ନପାଇ ଝିଅ ଉପରେ ଆକ୍ରମଣ : ଛୁରି ଦେଖାଇ ଅପହରଣ ଉଦ୍ୟମ, ଜଣେ ଗିରଫ
by
Proprietor Abhimanyu Maharana
July 2, 2026
ଓମସା ପକ୍ଷରୁ ଡାକ୍ତରଙ୍କ ଚିକିତ୍ସାସେବା ବନ୍ଦ
by
Proprietor Abhimanyu Maharana
July 2, 2026