ଆନ୍ତର୍ଜାତିକ ବିଶ୍ବ ଆଦିବାସୀ ଦିବସ ପାଳନ

୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା  :->  ଗୁଣପୁର ବ୍ଲକ୍ ଫୁଟ୍ଟାସିଂ ପଞ୍ଚାୟତ ଗୁଣ୍ଡୁରୁବା ଛକ ଅବସ୍ଥିତ ପ୍ରେମ୍ ନଗର ଠାରେ ବିଶ୍ବ ଆଦିବାସୀ ଦିବସ ଅନୁଷ୍ଠିତ ହୋଇଛି । ଆଜିକାର ଉକ୍ତ ବୈଠକ ପୂର୍ବରୁ ଆଦିବାସୀ ମାନଙ୍କର ପରମ୍ପରା ଲାଞ୍ଜିଆ ସଉରା ଉନ୍ନୟନ ଫୁଟ୍ଟାସିଂ ଦରବାରରୁ ଯାତ୍ରା ବାହାରି ଗୁଣ୍ଡୁରୁବା ଛକ ପ୍ରେମ୍ ନଗର ପରିସର ନିକଟ ପର୍ଯ୍ୟନ୍ତ ଭାଷା, ଲିଫିର ପରମ୍ପରା ରୀତି ନୀତି ବେସ ପୋଷାକ ପିନ୍ଦି ନାଚ,ଗୀତ, ବିଣା, ବାଦ୍ଯ ଯନ୍ତ୍ର ଯେଉଁ ଭଳି ପୂର୍ବ କାଳରେ ପୂର୍ବ ପୁରୁଷମାନେ ବ୍ୟବହାର କରିଥିଲେ, ସେହିପରି, ଆଜି ମଧ୍ଯ ଏହା ଏକ ସ୍ମରଣକୁ ଲୋକମାନଙ୍କୁ ଅଥିତିମାନଙ୍କୁ ମନ ଛୁଆ ନାଚ, ଗୀତରେ ଆନନ୍ଦ ଅନୁଭବ ହ୍ରଦୟ କିଣି ସ୍ବ-ସ୍ବାଗତ କରି ଆସୁଥିଲେ ।

ଏହା ଓଡିଶା ପ୍ରସିଦ୍ଧ ସଉରା ଭାଷାର ଗାୟକ ଶ୍ରୀ-ସ୍ତିପାନ୍ ଶବର ଗଜପତି ଗ୍ରାମ ସ୍ଥିତ ସଉରା ଭାଷାର ପରମ୍ପରା ମନ ହ୍ରଦୟ ଲୋକଙ୍କୁ ଗୀତ ଗାଇ ଶୁଣାଇ ଥିବା ଗାୟକଙ୍କ ଆକର୍ଷିତ ଗୀତ ଗାନ କରାଇ ହ୍ରଦୟଙ୍ଗ କରାଇଥିଲେ। ଉକ୍ତ ବୈଠକରେ ଶ୍ରୀ-ପୁଜନ ଗମାଙ୍ଗ ସଭାପତି ଭାବେ ପରିଚାଳନା କରିଥିଲେ। ଏହାପେର, ଅତୀଥି ମାନଙ୍କୁ ପୁଷ୍ପ ଗୋଚ ଫଲ ତୋଳା ଦେଇ ସମ୍ମାନୀତ କରୁଥିଲେ। ଅତୀଥି ମାନଙ୍କୁ ଗୋଟି ଗୋଟି କରି ଆଜିକାର, ବିଶ୍ବ ଆଦିବାସୀ ମିଳିତ ଆନୁକୂଲ୍ୟରେ ରାୟଗଡ଼ା ଜିଲ୍ଲା ଏବଂ ଗଜପତି ଜିଲ୍ଲା ସମେତ ମିଳିତ ହୋଇ ସଭାର ସୁ-ବାରମ୍ବ କରି ଅତୀଥି ମାନଙ୍କୁ ସୁବାଷଣ ସମ୍ବାଦ ଦେଇ ପୂର୍ବ ମହା ପୁରୁଷ ଭାଷା, ଲିପି ପୋଷାକ, ଖାଦ୍ୟ ଏହାର ଉପରେ ଅତିଥିଙ୍କ ଠାରୁ ଅଭିଭାଷଣ ଦେଇ ଥିଲେ।

ଏହାର ମୂଳ ” ଲିପି” ସଉରା ଭାଷାର ପ୍ରୁଥିବୀର ଏହି ଭାଷାର ଉଦ୍ରେକ ଜନ୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ, ଏହା ସଉରା ଭାଷାର ଜନ୍ମ ଦିବସକୁ ଅଗଷ୍ଟ ୦୯ ତାରିଖ ଆଗନ୍ତୁକ ଅବସରରେ କେରେବା ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ନ୍ରୁତ୍ୟୁ ପରିବେଷଣ କରି ଦର୍ଶକମାନଙ୍କୁ ଆକର୍ଷିତ କରା ଥିଲେ । ରାୟଗଡ଼ା ଜିଲ୍ଲା ଏବଂ ଗଜପତି ଜିଲ୍ଲା ମିଳିତ ସଉରା ଆଦିବାସୀ ସଂଘରେ ଉପସ୍ଥିତ ସଭାପତି ଶ୍ରୀ-ଇଡ ମଣ୍ଡଳ ଗଜପତି, ବିଧାୟକ ଶ୍ରୀ-ସତ୍ୟଜିତ୍ ଗମାଙ୍ଗ, ପୂର୍ବ ବିଧାୟକ ଶ୍ରୀ-ରଘୁନାଥ ଗମାଙ୍ଗ, ପୂର୍ବ ବିଧାୟିକା ଶ୍ରୀ- ଏମା ଗମାଙ୍ଗ, ବ୍ଲକ୍ ଚେର୍ ମେନ୍ ଶ୍ରୀ-ଅଂଶୁ କୁସନ ଶବର,

ଜିଲ୍ଲା ଚେର୍ ମେନ୍ ଶ୍ରୀମତୀ- ଝିଲି ଶବର, ଶ୍ରୀ-ସେବାନ୍ ଗମାଙ୍ଗ, ଶ୍ରୀ-ଇନାନ ଗମାଙ୍ଗ ଗଜପତି, ଶ୍ରୀ-ପିରାତ ଶବର, ଜିଲ୍ଲା ପରଷଦ ଶ୍ରୀ-ଇଗାନ ଶବର, ସାମ୍ବାଦିକ ଗଣ, ପୋଲିସ୍ କର୍ମ ଚାରୀ ଆଇ ଆଇ ସି ଶ୍ରୀ ମତୀ-ଭବାନୀ ମୁଦୁଲୁ ତାହାଙ୍କ ସହ କର୍ମୀମାନେ ସହ ଯୋଗ କରୁଥିଲେ। ମିଳିତ ଆଦିବାସୀ ଦିବସରେ ବହୁତ ସଂଖ୍ଯାରେ ଯୋଗଦାନ ଦେଇ ସରଳତା ଶାନ୍ତି ରକ୍ଷା ଭାବରେ ସାପଲ୍ୟ ମଣ୍ଡିତ କରିଥିଲେ ।

Exit mobile version