Home ଓଡ଼ିଶା ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ବାରିପଦା ଜେଲ ପରିସରରେ ବୃକ୍ଷରୋପଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ ବାରିପଦା ମଣ୍ଡଳ କାରାଗାର ପରିସରରେ ବୃକ୍ଷରୋପଣ ମହୋତ୍ସବ କାର୍ଯ୍ୟକ୍ରମ ୯ ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସାମ୍ମୁଖ୍ୟ ର ମୟୂରଭଞ୍ଜ ଜିଲ୍ଲା ସଭାପତି ଶୁଭେନ୍ଦୁ କୁମାର ପାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜେଲ ସୁପରିଟେଣ୍ଟେଟ୍ ସୁଜିତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କରି ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି, ରାଜ୍ୟ ଉପଦେଷ୍ଟା ଆଶିଷ କୁମାର ବସା , ରାଜ୍ୟ ଉପସଭାପତି ଭାରତୀ ପଣ୍ଡା,ଜିଲ୍ଲା ଉପସଭାପତି ଗୋବିନ୍ଦ ଗିରି, ଜିଲ୍ଲା ସମ୍ପାଦକ ପ୍ରାଣକୃଷ୍ଣ ଖଣ୍ଡା, ଜିଲ୍ଲା ସଂଯୋଜକ ବିମଲ ଲୋହାର,ବାଲେଶ୍ଵର ଜିଲ୍ଲା ସଭାପତି ରାଜଶ୍ରୀ ପାଣିଗ୍ରାହୀ, ବାସୁଦେବପୁର ବ୍ଲକ ସଭାପତି ଦୟାନିଧି ନାୟକ, ବଡ଼ସାହିର ସୁଦର୍ଶନ ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ । ଆମ୍ବ, ଲେମ୍ବୁ, ବଉଳ, ପଣସ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋଷଣ କାର୍ଯ୍ୟକ୍ରମରେ ଜେଲ ର ସମସ୍ତ ଅଧିକାରୀ, ଅନ୍ତେବାସୀ ମାନେ ଯୋଗଦେଇ ସହଯୋଗ କରିଥିଲେ । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026