Home ଓଡ଼ିଶା ମୟୂରଭଞ୍ଜ ଜିଲ୍ଲାରେ, B. B. College ରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆଦିବାସୀ ଦିବସ :-> ଦିନ ପାଳିତ ହେଇଯାଇଛି l ବିଶ୍ୱର ବିଭିନ୍ନ ଅଞ୍ଚଳ ରେ ବସବାସ କରୁଥିବା ଆଦିବାସି ଲୋକଙ୍କର ସୁରକ୍ଷା ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟିପାଇଁ ପ୍ରତିବର୍ଷ ଅଗଷ୍ଟ ୦୯ ତାରିଖ କୁ ବିଶ୍ବ ଆଦିବାସୀ ଦିବସ ରୁପେ ପାଳନ କରାଯାଏ l ଡିସେମ୍ବର ୧୯୯୪ ମିଳିତ ଜାତିସଂଘ ର ନିଷ୍ପତି ଅନୁସାରେ ଏହି ଦିବସ ପ୍ରତି ବର୍ଷ ପାଳିତ ହୋଉଛି l ଏହି ଉପଲକ୍ଷେ ଆୟୋଜିତ ସଭାରେ ସମ୍ମାନିୟ ୦୮ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ୍ ଶ୍ରୀଯୁକ୍ତ ଦୁର୍ଗା ଚରଣ ମାର୍ଣ୍ଡି ମୂଖ୍ୟ ଓତିଥିଭାବେ ଯୋଗ୍ ଦେଈ ଆଦିବାସୀଙ୍କର ଜମି, ଜଳ, ଜଙ୍ଗଲ, ଭାଷା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରିଥଲେ l ଏହି ମହାବିଦ୍ୟାଳୟର ଅଧ୍ କ୍ଷା ଡ: ଅଳକା ମଞ୍ଜୁରୀ ଭୂୟାଁ ଏହି ଶୋଭାରେ ସଭାପତିୱ କରିଥିଲେ ଓ ଛାତ୍ରଛାତ୍ରୀଙ୍କୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ I ସମ୍ମାନିତ ଓତିଥି ଜିଲ୍ଲା ପରିଷଦ ର ସଦସ୍ୱୟ ଶ୍ରୀଯୁକ୍ତ ଆନ୍ନଦ ଟୁଡୁ , ଦୀପିକା ସିଂହ (କୁଲିଆନା)ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ସମାଜ ର ବିକାଶ ଓ ହାନିହାସଲ ପାଈଁ ଶିକ୍ଷା ର ଉନ୍ନତି ଉପରେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଅଧ୍ୟୟା ପୋକ ହରିହର ମହାକୁଡ, କାମେଶ୍ୱେର୍ ହେମ୍ବ୍ରମ (ସରପଞ୍ଚ ଡୁ ମୂର୍ ଡିହା) ଶିବୁ ସୋରେନ (ସରପଞ୍ଚ ବାଇଗଣବାଡ଼ିଆ) ଭାଦବ ଟୁଡୁ (ଓଲ୍ ଚିକି ) ତାଙ୍କ ସହିତ ଏହି, ବାଇଗଣ ବାଡ଼ିଆ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାନ୍ତାଳୀ ବିଭାଗ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ତାରଶ ମାର୍ଣ୍ଣି, ରୁପାଇ ବେଶ୍ରା, ରହିଦାସ ସରନ, ଛୋଟରାୟ ମୁର୍ମୁ, ଅନୀତା ହେମରମ, ଶେଷର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅଲଚିକି ଅଧ୍ୟାପକ ଭାବବଟୁଡ଼ୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ବିରାମ ଦେଇଥିଲେ l Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ଅଭିନେତ୍ରୀ ଶ୍ରୀଲୀଳାଙ୍କ ଦ୍ୱାରା ରାୟଗଡ଼ାରେ କଲ୍ୟାଣ ଜୁଏଲର୍ସର ପ୍ରଥମ ସୋ’ରୁମ ଉନ୍ମୋଚିତ by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ, ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ ସମାରୋହ ସହିତ ସୃଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ମନୋମୁଗ୍ଧକର ପ୍ରସ୍ତୁତି “ମାଟି” by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା by Proprietor Abhimanyu Maharana September 10, 2026 ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026