Home ଓଡ଼ିଶା ଜୈବିକ ପଦ୍ଧତିର ସାର ବ୍ୟବହାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଚାଷୀ ମାନେ ଜମିରେ ରାସାୟନିକ ସାର ପ୍ରୟୋଗ କରିବା ଫଳରେ ବିଭିନ୍ନ ପ୍ରକାର ରୋଗ ଓ ସମସ୍ୟା ଆଦି ଦେଖା ଦେଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଜୈବିକ ପଦ୍ଧତିର ସାର କୁ ପ୍ରୟୋଗ କରିବା ପାଇଁ ଝା଼ଡଖଣ୍ଡର ଗୋଡ଼ା ଗ୍ରାମର ଭାନୁ ଅର୍ଗାନିକ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କମ୍ପାନୀ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସଦର ମହକୁମାରେ ଅଗ୍ରଣୀ ଚାଷୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଜୈବିକ ପଦ୍ଧତିର ସାର, ରାସନ ସାମଗ୍ରୀ ଓ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା ଆଦି କାର୍ଯ୍ୟକ୍ରମ ହାତକୁ ନେଇ ସ୍ଵଳ୍ପ ମୂଲ୍ୟରେ ଉପଲବ୍ଧ କରିବ ବୋଲି ପ୍ରଶିକ୍ଷାର୍ଥିଙ୍କୁ ସୂଚନା ଦେଇଛନ୍ତି । ଏଥିରେ ଜିଲ୍ଲା ସଂଯୋଜକ ହସିନା ବେଗମଙ୍କ ଅଧ୍ୟକ୍ଷତା ଓ ଅମଜାଦ ଅଲ୍ଲୀ ଖାନଙ୍କ ସଂଯୋଜନାରେ ସ୍ଥାନୀୟ ସରପଂଚ ସତ୍ୟ ନାରାୟଣ ପ୍ରଧାନ, ସମାଜସେବୀ ମଳୟ ରଂଜନ ପଣ୍ଡା,ପରମାନନ୍ଦ ସାହୁ, କମ୍ପାନୀର ନିର୍ଦ୍ଦେଶକ ରିଶବ କୁମାର ଓ ସହକାରୀ ନିର୍ଦେଶକ ରାକେଶ କୁମାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026