ମୋହନ ସରକାରଙ୍କୁ କନ୍ଦାଉଛି ଆଳୁ : ପଶ୍ଚିମବଙ୍ଗରୁ ଆସିଲା ୫ ଆଳୁ ଟ୍ରକ

ଆଉ ଖୁଚୁରା ବଜାରରେ ଦର ବଢିଥିଲା । ଏପିରିକି ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ନଆସିବାରୁ ଉତ୍ତରପ୍ରଦେଶକୁ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ । ହେଲେ ଉତ୍ତରପ୍ରଦେଶରୁ ବି ସଠିକ୍ ପରିମାଣରେ ଆସିନଥିଲା ଆଳୁ ଟ୍ରକ । ଯାହାଫଳରେ ଦର ବି ବଢିଚାଲିଥିଲା । ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦-୬୦ ଟଙ୍କାରେ ପହଞ୍ଚିଥିଲା । ଆଳୁ ଟ୍ରକ୍ଆ ସିବା ସ୍ୱାଭାବିକ ହୋଇ ନଥିବାରୁ ଗୋଦାମ ଖାଲି ପଡିଥିଲା ।
Related Content
ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
by
Proprietor Abhimanyu Maharana
October 14, 2026
ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ
by
Proprietor Abhimanyu Maharana
October 14, 2026
ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା
by
Proprietor Abhimanyu Maharana
October 14, 2026
ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ
by
Proprietor Abhimanyu Maharana
October 14, 2026
ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା
by
Proprietor Abhimanyu Maharana
October 14, 2026
ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ
by
Proprietor Abhimanyu Maharana
October 14, 2026