Home ଓଡ଼ିଶା ଦୁଇ ଦିନିଆଁ ଲକ୍ଷପତି ଦିଦି ତାଲିମ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଓଡିଶା ଜୀବିକା ମିଶନ ପଖ୍ୟରୁ ବ୍ଲକ ର 21ଟି ପଂଚାୟତରେ ଦୁଇ ଦିନିଆଁ ଲକ୍ଷପତି ଦିଦି ତାଲିମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ତାଲିମ ଆରମ୍ଭ ହୋଇ ବୁଧବାର ଶେଷ ହୋଇଥିଲା l ଏହାର ଲକ୍ଷ ଉଦେଶ୍ୟ ହେଉଛି ଗ୍ରାମାଞ୍ଚଳର ଗରିବ ମହିଳା ମାନେ ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବା ପାଇଁ କିପରି ରୋଜଗାର କ୍ଷମ ହୋଇପାରିବେ ଏବଂ ବାର୍ଷିକ 1 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ରୋଜଗାର କରିବେ ସେଥିପାଇଁ ଏହି ଦୁଇ ଦିନିଆଁ ତାଲିମ ପ୍ରତି ପଞ୍ଚାୟତ ରେ କରାଯାଇଥିଲା l ବ୍ଲକର ମୋଟ 840 ଜଣ ମହିଳା ସୋୟଙ୍ଗ ସହାୟିକା ମା ମାନେ ତାଲିମ ନେଇଥିଲେ l ଏମାନଂକୁ ପଂଚାୟତର ତାଲିମ ପ୍ରାପ୍ତ ଗୋଷ୍ଠି ସହାୟିକା ମାନେ ତାଲିମ ପ୍ରଦାନ କରିଥିଲେ l ଦୁଇ ଦିନ ତାଲିମ ନେଇଥିବା 840ଜଣ ଦିଦି ମାନେ ଆଗାମୀ ଦିନରେ 8ହଜାର 5ସହ ଲକ୍ଷପତି ଦିଦିଙ୍କୁ ତାଲିମ ପ୍ରଦାନ କରିବେ l କାର୍ଯ୍ୟ କ୍ରମକୁ ବିପିଏମ ଗଣେଷ ଚନ୍ଦ୍ର ସ୍ୱାଇଁ, ଜୀବିକା ମିଶନ ସଂଯୋଜିକା ସସ୍ମିତା ବେହେରା, ସସ୍ମିତା ବରାଳ, ଦୀପ୍ତି ମୟୀ ବରାଳ, ଦକ୍ଷତା ବିକାଶ ସଂଯୋଜକ ପ୍ରମୋଦ ସିଂ ତଦାରଖ କରିଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026