ବଜ୍ରପାତରେ ତିନିଜଣ ଗୁରୁତର ଆହତ – ଜଣେ ମୃତ
ତେବେ ଅତି ଗୁରୁତର ଥିବା ଗଣିଆ ସିଂ ଙ୍କ ପରିବାର ଲୋକେ ନିଜ ଖର୍ଚ୍ଚ ରେ ଗାଡି କରି ବାରିପଦା ମେଡିକାଲ ନେଇ ଯାଇଥିଲେ । ଅପରପକ୍ଷରେ ଅନ୍ୟ ଦୁଇଜଣ ୧୦୮ ଆମ୍ବୁଲାନ୍ସ କୁ ଅପେକ୍ଷା କରିଥିଲେ । ଠିକ ସେହି ସମୟରେ ହଳଦୀପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ଗ୍ରାମ ର ଲକ୍ଷ୍ମୀଧର ସୋରେନ ଙ୍କ ସାନ ପୁଅ କାଳୀ ଚରଣ ସୋରେନ ବିଲ କାମ ସାରି ଘରକୁ ଫେରୁ ଥିବା ବେଳେ ବଜ୍ରପାତ ର ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
Related Content
ସମୁଦ୍ର ଗର୍ଭରେଗ୍ୟାସନ୍ଧାନ ସାମ୍ନାକୁ ଆସିଲା ଓଏନଜିସିର ବିଶାଳ ଜାହାଜ ଚିତ୍ର
by
Proprietor Abhimanyu Maharana
October 31, 2026
ବାଉଁଶଗଡ ପଞ୍ଚାୟତରେ ବାରାହାଙ୍କ ଆତଙ୍କ : ୬ ଟି ମୌଜାରେ ଚାଷୀ ଅତିଷ୍ଠ
by
Proprietor Abhimanyu Maharana
October 30, 2026
ଓଡ଼ିଶା ଏକ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବାକୁ ପ୍ରସ୍ତୁତ : ଡକ୍ଟର ମୁକେଶ ମହାଲିଙ୍ଗ
by
Proprietor Abhimanyu Maharana
October 30, 2026
Odisha poised to emerge as a global investment destination : Dr Mukesh Mahaling
by
Proprietor Abhimanyu Maharana
October 30, 2026
ଜିଲ୍ଲାପାଳଙ୍କ ପାରାଢିପି ପଞ୍ଚାୟତ ପରିଦର୍ଶନ
by
Proprietor Abhimanyu Maharana
October 30, 2026
Khurda Road Division Organised a Seminar on “Probity for Prosperity” during Vigilance Awareness Week 2026
by
Proprietor Abhimanyu Maharana
October 30, 2026