Home ଓଡ଼ିଶା ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ୭୫ତମ ଜନ୍ମଦିନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆସନ୍ତାକାଲି (ଗୁରୁବାର) ଦିନ ମାନ୍ୟବର ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ୭୫ତମ ଜନ୍ମଦିନ ଅଟେ I ଏହି ଅବସରରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ତଥା ସମ୍ବଲପୁର ରେ ବିବିଧ ସମାଜସେବା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି I କାର୍ଯ୍ୟସୂଚୀ :- ▪️ ଆଶୁ ଆରୋଗ୍ୟ କାମନା କରି ସମଲେଶ୍ୱରୀ ମନ୍ଦିର ରେ ପୂଜାପାଠ (ସମୟ : ଘ.୭.୩୦ମି. (ସକାଳ) ▪️ ବୃକ୍ଷରୋପଣ, ସ୍ଥାନ : ଦେଓଗାଁ, ବ୍ଲକ : ମାନେଶ୍ଵର (ସମୟ : ଘ.୮.୦୦ମି. (ସକାଳ) ▪️ ୭୫ତମ ଜନ୍ମଦିନ ରେ ୭୫ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କ ରକ୍ତଦାନ, ସ୍ଥାନ : ପଡିଆବାହାଲ, ବ୍ଲକ : ଯୁଯୋମୁରା (ସମୟ : ଘ.୮.୩୦ମି. (ସକାଳ) ▪️ ଫଳ ଓ ମିଷ୍ଠIହ୍ନ ବଣ୍ଟନ, ସ୍ଥାନ : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଧନକଉଡା, ସମ୍ବଲପୁର ମହାନଗର ନିଗମ (ସମୟ : ଘ.୮.୩୦ମି. (ସକାଳ) ▪️ ବୃକ୍ଷ ରୋପଣ , ସ୍ଥାନ : ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ, ପଡିଆବାହାଲ, ବ୍ଲକ : ଯୁଯୋମୁରା (ସମୟ : ଘ.୯.୩୦ମି. (ସକାଳ) ▪️ ରକ୍ତଦାନ ଶିବିର,କଲ୍ୟାଣ ମଣ୍ଡପ, ଯୁଯୋମୁରା (ସମୟ : ଘ.୦୯.୩୦ମି. (ସକାଳ) ▪️ ବୃକ୍ଷ ରୋପଣ , ସ୍ଥାନ : ବଦୁଆପାଲି, ବ୍ଲକ : ମାନେଶ୍ଵର (ସମୟ : ଘ.୯.୩୦ମି. (ସକାଳ) ▪️ ବୃକ୍ଷ ରୋପଣ , ସ୍ଥାନ : ବାଟଗାଁ , ବ୍ଲକ : ନାକଟିଦେଉଳ (ସମୟ : ଘ.୯.୩୦ମି. (ସକାଳ) ▪️ ଜଳାଭିଷେକ, ବିନ୍ଧେଶ୍ୱର ଶିବ ମନ୍ଦିର, ସ୍ଥାନ : କୁଞ୍ଜାମୁରା, ବ୍ଲକ : ନାକଟିଦେଉଳ (ସମୟ : ଘ.୯.୩୦ମି. (ସକାଳ) ▪️ ବିଶାଳ ରକ୍ତଦାନ ଶିବିର, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ରେଢ଼ାଖୋଲ (ସମୟ : ଘ.୦୯.୩୦ମି. (ସକାଳ) ▪️ ଫଳ ଓ ମିଷ୍ଠIହ୍ନ ବଣ୍ଟନ , ସ୍ଥାନ : ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଧମା, ବ୍ଲକ : ମାନେଶ୍ଵର (ସମୟ : ଘ.୧୦.୩୦ମି. (ସକାଳ) ▪️ ପ୍ରସାଦ ସେବନ, ସ୍ଥାନ : ଆଇଜାକ୍ ସାନ୍ତ୍ରା ବାଳନିକେତନ ହାତିବାରୀ, ବ୍ଲକ : ଯୁଯୋମୁରା (ସମୟ : ଘ.୧.୩୦ମି. (ମଧ୍ୟାହ୍ନ) ▪️ ପୂଜା ପାଠ,ସନ୍ଧ୍ୟା ଆଳତୀ , ଜଗନ୍ନାଥ ମନ୍ଦିର, ରେଢ଼ାଖୋଲ (ସମୟ : ଘ.୬.୩୦ମି. (ସନ୍ଧ୍ୟା) ଏଣୁ ଉପରୋକ୍ତ ଏହି କାର୍ଯ୍ୟକ୍ରମ ଗୁଡିକ ରେ ବିଜୁ ପ୍ରେମୀ, ବିଜେଡି କର୍ମକର୍ତ୍ତା, କର୍ମୀ, ଶୁଭେଛୁଗଣ ଉପସ୍ଥିତ ପାଇଁ ଆପଣ ମାନଙ୍କୁ ଅନୁରୋଧ । Categories: ଓଡ଼ିଶା, ସମ୍ବଲପୁର, ହୋମ୍ Related Content ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026 ନିଆଳି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ : ୫୦ ଛେଳି ମୃତ ୧୫ ରୁ ଊର୍ଦ୍ଧ୍ବ ଅର୍ଦ୍ଧଦଗ୍ଧ by Proprietor Abhimanyu Maharana September 7, 2026