ସ୍ଲୋଗ – ଲବାରସିଂ ପଂଚାୟତରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି  :-> ସାରା ବିଶ୍ୱ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଂଚାୟତରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି,

ପଞ୍ଚାୟତର ସରପଞ୍ଚ ଯମୁନା ରଇତଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା ଦିଦି ଏବଂ କିଶରୀ ବାଳିକାମାନେ ଗାଁ ଗାଁ ବୁଲି କିଭଳି ଭାବେ ଶିଶୁକୁ ସ୍ତନ୍ୟପାନ କରାଯାଇପାରିବ ସ୍ଲୋଗାନ ଦେବା ସହ ମା ମାନଙ୍କୁ ସଚେତନ କରିଛନ୍ତି ।

Exit mobile version