୦୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିକିଟି :-> ଚିକିଟି ନବନିର୍ବାଚିତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଦ୍ୱାରା ଚିକିଟୀ ମେଡିକେଲ ନିକଟରେ ଥିବା ଆହାର କେନ୍ଦ୍ର କୁ ଅଚାନକ ପରିଦର୍ଶନ କରି ଉକ୍ତ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ର ଗୁଣ ପରୀକ୍ଷା କରିଥିଲେ l ଏହି କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ପରିବେଷଣ ସମୟରେ ସ୍ୱଛତା ଉପରେ ମଧ୍ୟ ଗରୁତ୍ବ ପ୍ରଦାନ କରିଥିଲେ l
