ନୟାଗଡ ସ୍ବର୍ଣ୍ଣରୌପ୍ୟ ଶିଳ୍ପୀ ସଙ୍ଘ ର ସଚେତନ ଶିବିର

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ  :->  ନୟାଗଡ ଜିଲ୍ଲା ସ୍ବର୍ଣ୍ଣରୌପ୍ୟ ଶିଳ୍ପୀ ସଙ୍ଘ ର ଶିଳ୍ପୀ ସଚେତନତା ଶିବିର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପୃଷ୍ଟି ନେତୃତ୍ୱ ରେ ନୟାଗଡ ଜିଲ୍ଲା ର ବିଭିନ୍ନ ଗ୍ରାମ କୁ ଯାଇ ସ୍ଵର୍ଣଶିଳ୍ପୀ ମାନ ଙ୍କୁ ସଚେତନ କରାଯାଇଥିଲା l ଓଡଗାଁ, କୁରାଳ, ଶରଣ କୁଳ, ଖଳିସାହି, ମର୍ଦ୍ଦରାଜ ପୁର, ପୁଆଣିଆ, ବାସୁଦେବ ପୁର, ବନମାଳିପୁର, ବାଇଗେଣିଆ, ପଦ୍ମାବତୀ, ବିଜୟନଗର, ବେଲପଡ଼ା, ମଧ୍ୟଖଣ୍ଡ, ଦଶପଲ୍ଲା, ଗଣିଆ, ଭାପୁର, ଅକୁରା ବନ୍ଧ, କଇଁଫୁଲିଆ,ମାଳିବେରେଣୀ,

ଗାଁ କୁ ଯାଇ ଆମ ଶିଳ୍ପୀ ମାନ ଙ୍କୁ ସରକାର ଙ୍କ ଯୋଜନା ବିଷୟରେ ଲୋକ ଙ୍କୁ ସଚେତନା କରାଗଲା ସଭାପତି ଶ୍ରୀ ପୃଷ୍ଟି ଙ୍କ ସହ ନିରଞ୍ଜନ ସାଥୁଆ, ଶୁକ ଦେବ ସାଥୁଆ, ଲକ୍ଷ୍ମୀଧର ସାହୁ, ଉତ୍ସବ ପୃଷ୍ଟି, ସନ୍ତୋଷ କୁମାର ସାଥୁଆ (ଚମ୍ପାତିପୁର ), ବିପିନ ସାଥୁଆ,ଅନନ୍ତ ମହାପାତ୍ର, କିଶୋର ମହାପାତ୍ର, ଅଶୋକ ସାଥୁଆ, ଏବଂ ସଙ୍ଘର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ବିଶ୍ୱନାଥ ମହାପାତ୍ର ଗାଁ କୁ ଗାଁ ଯାଇ ଲୋକ ମାନ ଙ୍କୁ ସଚେତନତା କରାଇଥିଲେ ଏବଂ ମହିଳା କାରିଗର ମାନ ଙ୍କ ର ଅଧିକାର ବିଷୟରେ ଆଲୋଚନା କରାଗଲା ସର୍ବଶେଷ ରେ ବିଶ୍ୱନାଥ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version