୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଦିତ୍ୟବାହିନୀ ଦ୍ୱାରା ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଗୋବର୍ଦ୍ଧନ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ଜଗଦଗୁରୁ ଶଙ୍କରାଚାର୍ୟ ମହାରାଜାଙ୍କ ନିଜସ୍ୱ ସଚିବ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ବତୀ ମହାରାଜଙ୍କ ଶୁଭ କରକମଳରେ ମଠ ପରିସର ସ୍ଥିତ ଭାଗବତ କକ୍ଷରେ ଉଦଘାଟିତ କରିଥିଲେ ।
