Home ଓଡ଼ିଶା ସାମ୍ବାଦିକ ସଂଘ ସଭାପତି ଦିପକ ପ୍ରଧାନ ମା ସ୍ବର୍ଗତ ଉଷାରାଣୀ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦିପକ ପ୍ରଧାନ ଙ୍କ ମା ଉଷାରାଣୀ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ନିଜ ବାସସ୍ଥାନ ନନପଡା ଉଷାଭବନ ରେ ଦିନ ୧ ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାମମନ୍ଦିର ଓ ଜଗନ୍ନାଥ ମନ୍ଦିର ସମେତ ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ଯୋଗଦେଇଥିଲେ । ସ୍ବର୍ଗତ ଉଷାରାଣୀ ପ୍ରଧାନ ଙ୍କ ଫଟୋ ଚିତ୍ରରେ ପୁଷ୍ଟ ମାଲ୍ୟାର୍ପଣ କରିଥିଲେ ପୁଅ ଦିପକ ପ୍ରଧାନ ପିଣ୍ଡଦାନ କରିଥିଲେ । ସ୍ବର୍ଗତ ଉଷାରାଣୀ ପ୍ରଧାନ ଇଂଜିନିୟର ଶ୍ରୀଯୁକ୍ତ ଅପର୍ତ୍ତି ପ୍ରଧାନ ଙ୍କ ସହଧର୍ମିଣୀ ଅଟନ୍ତି ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରୀଯୁକ୍ତ ପ୍ରଧାନ ଙ୍କ ସହ ଭେଟି ଶାନ୍ତନା ଦେବା ସହ ଧର୍ଯ୍ୟ ରଖିବାକୁ ନିବେଦନ କରିଥିଲେ । ସେ ଜଣେ ଧର୍ମ ପରାୟଣ ଓ ସଚ୍ଚୋଟତା ମହିଳା ଥିଲେ କାର୍ଯ୍ୟକ୍ରମ ରେ ପରିବାର ର ସମସ୍ତ ଉପସ୍ଥିତ ଥିଲେ ସମସ୍ତ ଙ୍କ ପାଇଁ ପଂକ୍ତି ଭୋଜନ ର ବ୍ୟବସ୍ତା କରାଯାଇଥିଲା ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ କରାଯାଇଥିଲା । ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026