ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ସଂଯୋଜକ ପ୍ରଶାନ୍ତ କୁମାର ପତି ଓ କୋର କମିଟି ସଦସ୍ୟ ଅଶୋକ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହି ସ୍ୱଛତା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ସ୍ୱଛତା ହିଁ ସେବା । ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ରେ ବିଶେଷ କରି ମହୋଦଧୀ କୂଳରେ ଆମେ ସଫେଇ କରିବାର ସୁଯୋଗ ପାଇଥିବାରୁ ଅନେକ ଆନନ୍ଦିତ ବୋଲି କହିଛନ୍ତି ସଭାପତି ଓ ସମ୍ପାଦକ ଶ୍ରୀ ମିଶ୍ର ।
Related Content
ଶିକ୍ଷା ବ୍ଯବସ୍ଥାରେ ଅର୍ଥ ଶୋଷଣ ଚାକିରି ଆଶାୟୀଙ୍କ ଜୀବନ ସହ ଖେଳୁଛି ସରକାର
by
Proprietor Abhimanyu Maharana
June 25, 2026
ହୋଟେଲ ମାଲିକଙ୍କୁ ହତ୍ଯା ଅଭିଯୁକ୍ତକୁ ପୋଲିସ ର ଏନକାଉଣ୍ଟର
by
Proprietor Abhimanyu Maharana
June 25, 2026
ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ
by
Proprietor Abhimanyu Maharana
June 25, 2026
ଦୁଇଟି ପୋଷ୍ଟାଲ ପିନ ନମ୍ବର ମାଧ୍ୟମରେ ପୁରୀ ସହର ବାସୀଙ୍କ ଦର୍ଶନ ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି : ଆଇନ ମନ୍ତ୍ରୀ
by
Proprietor Abhimanyu Maharana
June 25, 2026
ପୁରୀ ପୋଲିସ ପକ୍ଷରୁ ୩୩୫ ଜଣ ଅସାମାଜିକ ବ୍ୟକ୍ତି ଗିରଫ
by
Proprietor Abhimanyu Maharana
June 25, 2026
ସ୍ୱାବଲମ୍ବୀ ଯୁବା - ସମୃଦ୍ଧ ଓଡିଶା ସମାବେଶ
by
Proprietor Abhimanyu Maharana
June 25, 2026