ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର -: କେୱାନ ଲାଇଭ ଏବଂ ସାଇ ଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଏଡ଼ୁକେସନାଲ ଟ୍ରଷ୍ଟ ପକ୍ଷରୁ ଭଜନ ପ୍ରତିଯୋଗିତା ଅନଷ୍ଠୁ ିତ ହୋଇଯାଇଛି । ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦୁଇ ପର୍ଯ୍ୟାୟରେ ଏହି ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଭିରାମ ଖୁଂଟିଆ, ମୋନାଲି ମଧୁସ୍ମିତା, ଶୋଭନ କୁମାର ଓ ନିହାର ରଂଜନ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥôବ ।ବେଳେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ଶାନ୍ତିଲତା ବାରିକ, ସୌରଭ ନାୟକ, କାର୍ତିକ ମହାରଣା ବିଚାରକ ଭାବେ ପ୍ରତିଯୋଗୀଙ୍କ ଦକ୍ଷତାକୁ ଆକଳନ କରିଥିଲେ । ସେହିପରି ମ୍ୟୁଜିକ ଦାୟିତ୍ୱରେ ସୁନୀଲ କୁମାର ଓ ଦିବ୍ୟଜ୍ୟୋତି ପଣ୍ଡା ରହିଥିଲେ । ଏହି ଭଜନ ପ୍ରତିଯୋଗିତାରେ ଶୁଭ୍ରାଂଶୁ କୁମାର ଭୋଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଆକାଂକ୍ଷା ସାହୁ, ତୃତୀୟ ସ୍ଥାନରେ ଆଶୀର୍ବାଦ ସାମଲ ରହିଥିଲେ । ସେହିପରି ଶ୍ରୀଦ୍ରୀ୩⁄୪ା ବିନ୍ଧାଣିଙ୍କୁ ସ୍ୱତବ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା ।
କେୱାନ ଲାଇଭ ପକ୍ଷରୁ ଭଜନ ପ୍ରତିଯୋଗିତା

Related Content
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
by
Proprietor Abhimanyu Maharana
July 23, 2026