ପୋକ୍ସୋ ମାମଲାରେ ୧୦ ବର୍ଷଧରି ଫେରାର ଥିବା ଅଭିଯୁକ୍ତକୁ ଗରଫ

0୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦ଼ୟଗିରି  :-> ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ନୂଆଁ ଲେଙ୍ଗେ ଗ୍ରାମର ନହସେନା ସିଂ ଙ୍କ ପୁତ୍ର କୁନା ସିଂ ୨୦୧୪ ମସିହାରେ ଏକ ନାବାଳିକା କୁ ଅସଦାଚରଣ କରି ଫେରାର ହୋଇଥିଲେ ।  ଆର. ଉଦୟଗିରି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ରୁ ଗିରଫ କରିଛନ୍ତି ।

ଆର. ଉଦୟଗିରି ଥାନା କେସ ନମ୍ବର ୨୪/୧୪ସହ ଭାରତୀୟ ପିଙ୍ଗଳ ଧାରା ୩୬୬/୩୭୬(୨) (I)(ଏନ ) /୨୯୫/୫୦୬ଆଇପିସି/୦୬ ପୋସ୍କୋ ଧାରା ଅନୁଯାୟୀ ଗିରଫ କରିଥିବା ସ୍ଥାନୀୟ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି ।

Exit mobile version