
୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଡବଲ :-> ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଠାରୁ ଓଡ଼ିଶା ର ଜନ ସାଧାରଣ ଡବଲ ବିକାଶ ର ଆଶା ରଖି ଥିବା ବେଳେ ଚଳିତ ବଜେଟ ରେ ସେଭଳି କିଛି ପ୍ରତିଫଳିତ ହୋଇ ନ ଥିବା ବେଳେ ରାଜ୍ୟ ବିଜେପି ନେତୃତ୍ବାଧିନ ମୋହନ ସରକାର ଙ୍କ ବଜେଟ ରେ ଲୋକେ ଡବଲ ନିରାଶା ହେବା ସହିତ ରାଜ୍ୟ ର ସବୁ ବର୍ଗ କୁ ଏହି ବଜେଟ ନିରାଶ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପରିଚାଳିତ ବିଜେଡି ସରକାର ରେ ଚାଲିଥିବା ଜନ ହିତକାରୀ ଯୋଜନା ଗୁଡ଼ିକର କେବଳ ନାମ ପରିବର୍ତ୍ତନ ଛଡ଼ା ନୂଆ ସରକାର ଙ୍କ ବଜେଟ ରେ ଆଉ କିଛି ନାହି ।
