ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ
ଏଭଳିକି ଗାଁର ମହିଳା ଓ ଛୋଟ ପିଲାମାନେ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି | ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ବହୁବାର ଦାବି କରିଛନ୍ତି ଅଞ୍ଚଳବାସୀ | ପ୍ରତିବର୍ଷ ବର୍ଷା ଦିନ ଆସିଲେ ଏଭଳି ସମସ୍ୟାରସମ୍ମୁଖୀନ ହେଉଛନ୍ତି ଏକାଧ୍କ ଗାଁ ଲୋକେ | ତେଣୁ ଏହି ନଦୀ ଉପରେ ପୋଲୋ ନିର୍ମାଣ ପାଇଁ ଦାବି ହେଉଛି | ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
Related Content
ଆକାଶବାଣୀ ଏଫ ଏମ ରେନଵୋ ଏବଂ ଭାରତ ମସଲା ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
by
Proprietor Abhimanyu Maharana
September 19, 2026
କୃତୀ ଶିକ୍ଷକ ଦିବଂଗତ କୈଳାଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
by
Proprietor Abhimanyu Maharana
September 19, 2026
ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି
by
Proprietor Abhimanyu Maharana
September 19, 2026
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ
by
Proprietor Abhimanyu Maharana
September 19, 2026
ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼
by
Proprietor Abhimanyu Maharana
September 19, 2026
ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ
by
Proprietor Abhimanyu Maharana
September 19, 2026