ଘାଟି ରାଜ ରାସ୍ତାରେ ମାଲ୍ ଗାଡି ହଟକି ରହିଛି

ଗାଡି ନିକଟରେ କେହି ମାଲିକ କିମ୍ବା ଗାଡି ଚାଳକ କିଏ ବି ନ ଥିବାର ଜଣା ପଡିଛି । ଗତ ଖାଲି ଠାରୁ ଆଜି ପର୍ଯ୍ୟନ୍ତ ଗାଡିର ମରାମତି ହୋଇ ନ ଥିବା ଫଳରେ ଆଜି ମୂଖ୍ଯ ରାଜ ରାସ୍ତାରେ ଗାଡି ଘୋଡାର ରାଜ ରାସ୍ତାରେ ଯାତ୍ରୀମାନକଂ ଯାତାୟାତର ଅସୁବିଧା ମଧ୍ଯ ହୋଇ ପଡି ରହିଛି । ସୂଚନା ରହି ଥାଉ କି, ମୂଖ୍ଯ ରାଜ ରାସ୍ତାରେ ଲୋକକଂ ଯାତ୍ରା ପଥରେ ଅସୁବିଧାର କାରଣ ଯେ ପରି ନ ହେବ ଏହା ଗ୍ରାମବାସୀ ବ୍ଯକ୍ତିମାନେ ଅନୁରୋଧ କରୁଥିଲେ ।
Related Content
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
by
Proprietor Abhimanyu Maharana
July 23, 2026