ଅନୁଗୋଳ ଭିଜିଲାନ୍ସ ବିଭାଗ : ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ – ମହିଳା ସରପଞ୍ଚଙ୍କ ସହ ସ୍ୱାମୀ ଗିରଫ

ଏହାପରେ ତାଙ୍କ ପାଖରୁ ଜବତ ହୋଇଥିବା କେମିକାଲ ବୋଳା ଟଙ୍କାକୁ ଜବତ କରି ତାଙ୍କ ପ୍ୟାଣ୍ଟ ପକେଟ ଓ ଟଙ୍କାରୁ ନାଲିପାଣି ବାହାରି ଥିଲା । ଏହାପରେ ପଞ୍ଚାୟତ କାର୍ଯ୍ୟାଳୟର କାଗଜ ପତ୍ର ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସହ ଉଭୟଙ୍କୁ ଗିରଫ କରି ଅନୁଗୋଳ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । ସୁସବା ପଞ୍ଚାୟତରେ ଆଉ କଣ କଣ ଦୁର୍ନୀତି ହୋଇଛି ତାର ତଦନ୍ତ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ।
Related Content
ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC
by
Proprietor Abhimanyu Maharana
October 22, 2026
ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି
by
Proprietor Abhimanyu Maharana
October 22, 2026
କଟକ ୬ଷ୍ଠ ପୋଲିସ ବାଟାଲିୟନ ପକ୍ଷରୁ ସହୀଦ ସ୍ମୃତି ଦିବସ ପାଳିତ
by
Proprietor Abhimanyu Maharana
October 22, 2026
ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ
by
Proprietor Abhimanyu Maharana
October 22, 2026
ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ
by
Proprietor Abhimanyu Maharana
October 21, 2026
Delhi’s Sahapurjat Durga Puja Celebrates Silver Jubilee
by
Proprietor Abhimanyu Maharana
October 21, 2026