୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଶିମିଳିପାଳ :-> ଶିମିଳିପାଳ ଅଭୟାରଣ୍ୟ ରେ ଗଛ କାଟୁଥିବା ବେଳେ ପାଞ୍ଚ ଜଣଙ୍କୁ ଗିରଫ କରିଛି ବନ କର୍ମଚାରୀ । ଶିମିଳିପାଳ ଅଭୟାରଣ୍ୟ ର ଗୁଡୁଗୁଡିଆ ରେଞ୍ଜର ଏକତାଳି ବିଟ ହାଉସ୍ ପାଖ ଜଗଂଲ ରେ କିଛି ଦୁବୃର୍ତ୍ତ କିଛି ବଡ଼ ବଡ଼ ଗଛ କୁ କାଟି ପଟା ବାହାର କରୁଥିଲେ ,
