
୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ନିଜ ବାସ ଭବନରେ ଆଜି ପୂର୍ବତନ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ବରୀ କଵାସୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳନ କରାଯିବା ସହ ତାଙ୍କ ପ୍ରତିମୁର୍ତ୍ତି ଉନ୍ନୋଚନ କରାଯାଇଛି ।

