ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) କଳାହାଣ୍ଡି :- ନର୍ଲା ନିକଟସ୍ଥ ରେଗିଡିମାଲ ଠାରେ ଆଦିବାସୀ ସଂଘ ନର୍ଲା ବ୍ଲକ ତଥା ବୀର କମଳ ମଇଦାନ ଅସୁରଗଡ ସଂଘ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଇଥିଲା । ଆଦିବାସୀ ସଂଘ ସଭାପତି ଶ୍ରୀ ରଣଜୀତ ମାଝୀ, ସଭାପତି ଶ୍ରୀ ଦୁର୍ଯୋଧନ ମାଝୀ, ଭୀମା ପତ୍ରିକାର ପ୍ରତିଷ୍ଠାତା ଶ୍ରୀ ମେଦିନୀ ଧରି ଜାନୀ, ଅମର ସିଂହ ମାଝୀ,ପଦ୍ମନ ପାତ୍ର,କିଶୋର ମାଝୀ , ଅଭିମନ୍ୟୁ ମାଝୀ, ହରିବନ୍ଧୁ ମାଝୀ ,ମୋହନ ମାଝୀ ଉଗ୍ରସେନ ମାଝୀ, ଜଗତ ମାଝୀ ପ୍ରମୂଖ ଯୋଗଦାନ କରିଥିଲେ। କରୋନା ମହାମାରୀରେ ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ କରି ସମସ୍ତେ ଉପସ୍ଥିତ ହୋଇଥିଲେ । ଆଲୋଚନା ସଭାରେ ବିଶ୍ବ ଆଦିବାସୀ ଦିବସଟିକୁ ସରକାରୀ ଛୁଟି ଦିବସ ରୂପେ ଘୋଷଣା ପାଇଁ ସମସ୍ତଙ୍କ ଦାବି ହୋଇଥିଲା । ଏଥିରେ ଆଦିବାସୀ ଅଧିକାରୀ ଉପରେ ଆଲୋଚନା କରି ଶିକ୍ଷା ପାଇଁ ଗୁରୁତ୍ବ ଆରୋପ କରାଯାଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
ବିଶ୍ଵ ଆଦିବାସୀ ଦିବସ ପାଳିତ

- Categories: Uncategorized, ଓଡ଼ିଶା, ହୋମ୍
Related Content
SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ
by
Proprietor Abhimanyu Maharana
October 9, 2026
ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ
by
Proprietor Abhimanyu Maharana
October 8, 2026
ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ
by
Proprietor Abhimanyu Maharana
October 8, 2026
୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ
by
Proprietor Abhimanyu Maharana
October 8, 2026
ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ
by
Proprietor Abhimanyu Maharana
October 8, 2026
ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍
by
Proprietor Abhimanyu Maharana
October 8, 2026