ଅପପ୍ରଚାର କରୁଥିବା ସୋସିଆଲ ମିଡିଆ ରେ ଦିଲୀପ ସାହୁ ଙ୍କ ନା ରେ ବିଜେଡ଼ି କର୍ମୀ ଥାନା ରେ ଦେଲେ ଏତେଲା 

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା  :->  ମାହାଙ୍ଗା ମେଡ଼ିକାଲ ଛକ ଠାରୁ ଶତାଧିକ ବିଜେଡ଼ି କର୍ମୀ ମାନଙ୍କ ସହ ଶୋଭା ଯାତ୍ରା ରେ କଟକ ଜିଲ୍ଲା ସାହାପୂର୍ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଶାରଦା ପ୍ରସାଦ ମହାନ୍ତି ଆସି ମାହାଙ୍ଗା ଥାନା ରେ ପହଞ୍ଚିଥିଲେ । ଏହି ଦିଆ ଯାଇଥିବା ଏଟେଲା ରୁ ଯାହା ଜଣା ପଡିଲା କିବିଭିନ୍ନ ଅଭିଯୋଗ ରେ ଲିପ୍ତ ଥିବା

ଦିଲୀପ ସାହୁ ସାହାପୁର୍ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଶାରଦା ପ୍ରସାଦ ମହାନ୍ତି ଓ ତାଙ୍କର ଦୁଇ ଭାଇ ହେଲେ ପ୍ରକାଶ ମହାନ୍ତି ଆଉ ଜଣେ ହେଲେ ଓ ଗୁଡୁ ମହାନ୍ତି ଙ୍କ ବିରୁଦ୍ଧ ରେ ଯୋଉ ମିଛ ଅପପ୍ରଚ ଓ ବିଜେଡ଼ି ଦଳ ବିରୁଦ୍ଧ ରେ ମିଛ କଥା ଓ ବିଜେଡ଼ି ଦଳ କୁ ଅସମ୍ମାନ କରିବା ବିରୁଦ୍ଧ ରେ ଇଟେଲା ।

ଏହି ଏତେଲା ସମୟ ରେ ଉପସ୍ଥିତ ଥିଲେ ବିଜୁ ଜନତା ଦଳର ପୂର୍ବତନ ସମିତି ସଭ୍ୟ କିଶୋର ସିଂହ , ବିଜୁ ଯୁବ ଜନତା ଦଳର ଉପସଭାପତି ସ୍ଵାଧୀନ ମହାନ୍ତି , ମାହାଙ୍ଗା ବ୍ଲକ୍ ର ଛାତ୍ର ସଭପତି ହିତେଶ ରାଉତ୍ , ଲଳିତଗିରି ପଞ୍ଚାୟତ ର ଯୁବ ସଭାପଟି ହରପ୍ରସାଦ ନାୟକ , କଟକ ଜିଲ୍ଲା ଛାତ୍ର ଜନତା ଦଳର ଉପସଭାପତି ତ୍ରିନାଥ ଜେନା , ଜଗବାନ୍ଧୁ ନାୟକ , ଶ୍ରୀନିବାସ ରାଉତରାୟ, ଦିପ୍ତି ରଞ୍ଜନ ପଲେଇ , ରଞ୍ଜନ ଖୁଣ୍ଟିଆ , ଦୀପ୍ତି ରଞ୍ଜନ ନାୟକ , ଅଶୋକ ଜେନା ଓ ଅନ୍ୟମାନେ ମଧ୍ଯ ଉପସ୍ଥିତ ରହି ମାହାଙ୍ଗା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକ ଙ୍କୁ ଜଣାଇଲେ ଯେ କିଭଳି ଭାବରେ ଆପପ୍ରଚର କରୁଥିବା ଦିଲ୍ଲୀପ ସାହୁ ଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯିବ ଅଭିଯୋଗ କରି କି ଆସିଲେ ।

 

Exit mobile version