ଗଜପତି ଜିଲ୍ଲା ଫୋଟ ଗ୍ରାଫର ସଂଘ ତରଫରୁ ପ୍ରସାଦ ବଣ୍ଟନ

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :->  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଫୋଟ ଗ୍ରାଫର ସଂଘ ତରଫରୁ ଆଜି ପ୍ରସାଦ ବଣ୍ଟନ କାଯ୍ୟକ୍ରମ ହୋଇଯାଇ ଛି. ପବିତ୍ର ହରି ଶୟନ ଏକାଦଶୀ ତିଥିରେ ଫୋଟ ଗ୍ରାଫରମାନେ

ତିନି ରଥାରୂଢ ତିନି ଠାକୁରଙ୍କୁ କେଶରୀ ହଲୱା ପ୍ରସାଦ ସମର୍ପଣ କରି 1 ହଜାରରୁ ଉର୍ଦ୍ଧ ପ୍ରସାଦ ବାଣ୍ଟି ଥିଲେ. ଏହି କାର୍ଯ୍ୟକ୍ରମର ସଂଘର ଦିଲେଶ୍ଵର ରାଓ, ଶିବା, ଅମର, ବେଣୁ, ଜଗଦିଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ.

Exit mobile version