
୧୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଗଡର ଛକ ନିକଟରେ ଜଣେ ବ୍ୟବସାୟ ଠାରୁ ରୁପା ଲୁଟୁ ଘଟଣାରେ ପୁଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବସାୟ ଠାରୁ ଲୁଟୁ ହୋଇଥିବା ରୁପା ଛଅ ଦିନ ପରେ ପୁଲିସ ଜବତ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଟିବାଡ ଥାନା ଅଞ୍ଚଳର ଆଉଳ ରବି ଓ ଯାଜପୁର ଜିଲ୍ଲା ଆଉଳ ଅଜିତ୍ ଗତ ୧୦ ତାରିଖରେ ଚନ୍ଦ୍ରଗିରି ଗ୍ରାମର ରୁପା ବ୍ୟପାରି ସୋନ୍ତଷ ମହାପାତ୍ର
