ରଥ ସମ୍ମୁଖ ରେ ଓଡିଶୀ ନୃତ୍ୟ କଲେ ଶ୍ରୀଜୟା

୧୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->  ଭାବ ବିନୋଦିଆ କଳାଠାକୁର | ରତ୍ନସିଂହାସନ ଛାଡି ପ୍ରଭୁ ଭକ୍ତମାନଙ୍କ ପାଇଁ ବଡଦାଣ୍ଡ ରେ ରଥଯାତ୍ରା ରେ ଯାଇ ଜନ୍ମବେଦୀ ରେ ଅବସ୍ଥାନ କରନ୍ତି | ବାହୁଡ଼ାଯାତ୍ରା ରେ ଚତୁର୍ଦ୍ଧାମୃର୍ତ୍ତି ଶ୍ରୀମନ୍ଦିର ଫେରିଛନ୍ତି | ପ୍ରଭୁ ଙ୍କ ପହଣ୍ଡି ଓ ଯାତ୍ରା ସମୟରେ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ନୃତ୍ୟ କରିଥିଲେ | ସେହିପରି ଶରଧାବାଲି ରେ ଆକର୍ଷଣୀୟ ନୃତ୍ୟ କରିଥିଲେ ଶ୍ରୀଜୟା ପଟ୍ଟନାୟକ |

ବିଭିନ୍ନ ଭଙ୍ଗୀ ରେ ହାତ, ପାଦ ଓ ମୁଖ ଅଙ୍ଗଭଙ୍ଗୀ ଚାଳନା କରି ନୃତ୍ୟ କରୁଥିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଜୟ ଜଗନ୍ନାଥ କହିବା ସହ ନୃତ୍ୟ କୁ ପସନ୍ଦ କରିଥିଲେ | ତିନି ରଥ ଆଗରେ ଗହଳି ରେ ନୃତ୍ୟ କରିବା କଷ୍ଟସାଧ୍ୟ ଓ ଆଗକୁ ଭଲ ନୃତ୍ୟ କରିବି ବୋଲି ଶ୍ରୀଜୟା କହିଛନ୍ତି |ତାଙ୍କ ମା ଜଣେ ଆଇନୀଜୀବୀ ହୋଇଥିବା ବେଳେ ଅଜା, ଆଈ ସାମ୍ବାଦିକତା କରୁ

Exit mobile version