ସ୍କୁଟି ଧକ୍କାରେ ସାଇକଲ ଚାଳକ ମୃତ ଘଟଣା ଅଭିଯୁକ୍ତକୁ ଗିରଫ କଲା ପୁଲିସ

୧୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଆର, ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ଥାନା ଚଢ଼ିଆପଦା ଗାଁରେ ସ୍କୁଟି ଧକ୍କାରେ ସାଇକଲ ଚାଳକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ଗିରଫ ଅଭିଯୁକ୍ତ ହେଲା, ପେଙ୍ଗମ ଗାଁର ପିତର ମାଝି। ଗତ ମାର୍ଚ୍ଚ ୨୪ ତାରିଖ ଦିନ ଦାରିଆମ୍ଭ ଗାଁର ନିବେନ ଗମାଙ୍ଗ ନିଜ ସାଇକଲରେ ଯାଉଥିଲେ l ଏହି ସମୟରେ ପିତର୍ ସ୍କୁଟିରେ ରେ ଯାଉଥିବା ବେଳେ ବେଳେ ଚଢ଼ି ଚଢ଼ିଆପଦା ଘାଟିରେ ସାଇକଲ ସହ ଧକ୍କା ହୋଇଥିଲା ।

ଏଥିରେ ସାଇ 1 ଇକଲ ଚାଳକ ନିବେନ ଗୁରୁତର ଆହତ ହିତ ହୋଇ— ଇଥିଲେ। ଚିକିତ୍ସାଧୀନ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରଗିରି ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟି ଘଟିଥିଲା । ଏହା ପରଠାରୁ ସ୍ଫୁଟି ଚାଳକ ପିତର ଫେରାର ଥିଲା I ଶୁକ୍ରବାର ର ତାକୁ ଗିଟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି ।

Exit mobile version