ଖବରର ପ୍ରଭାବ ବଡଦାଣ୍ଡରେ କଟା ହେଲା ୬ଟି ଭଙ୍ଗା ବିଦ୍ୟୁତ ଖୁଣ୍ଟ
ଶନିବାର ଅପରାହ୍ନରେ ବିଦ୍ୟୁତ ବିଭାଗ କର୍ମଚାରୀ ବିଭିନ୍ନ ସରଞ୍ଜାମ ଓ ଗ୍ଯାସ କଟର ଆଣି ସମସ୍ତ ୬ଟି ଭଙ୍ଗା ଖୁଣ୍ଟକୁ କାଟି ସମତଳ କରିଥିଲେ । ଯାହାଫଳରେ ବାହୁଡାଯାତ ଓ ସୁନାବେଶରେ ଭକ୍ତ ମାନେ ଏସବୁ ଥିବା ବିପଦପୂର୍ଣ୍ଣ ସ୍ଥାନରୁ ବିପଦ ଆଶଙ୍କା ଦୂର ହୋଇଛି । ସ୍ଥାନୀୟ ଅଞ୍ଚଳବାସୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି ।
Related Content
ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ
by
Proprietor Abhimanyu Maharana
August 12, 2026
ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି
by
Proprietor Abhimanyu Maharana
August 12, 2026
ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା
by
Proprietor Abhimanyu Maharana
August 12, 2026
ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ
by
Proprietor Abhimanyu Maharana
August 12, 2026
ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ
by
Proprietor Abhimanyu Maharana
August 12, 2026
ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା
by
Proprietor Abhimanyu Maharana
August 12, 2026