ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରାରେ ମନମୋହିଲା ଜୀଉଙ୍କ ମତ୍ସକଚ୍ଛପ ଅବତାର

୧୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :->  ଓଡିଶା -ଆନ୍ଧ୍ର ସୀମାନ୍ତରେ ଥିବା ପାରଳାଖେମୁଣ୍ଡି ସହରରେ ରଥଯାତ୍ରା ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି. ଏହି ରଥଯାତ୍ରା ଅବସରରେ ଠାକୁରଙ୍କ ପ୍ରଥମ ମତ୍ସ କଚ୍ଛପ ଆକର୍ଷଣୀୟ ଅବତାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଆଜି ଜମିଛି.

ଠାକୁରଙ୍କ ମତ୍ସ କଚ୍ଛପ ଅବତାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଆକାଶ୍ରିତ କରିଛି. ହଜାର ହାଜର ସଂଖ୍ୟାରେ ଭକ୍ତମାନେ ଆଜି ପାରଳାଖେମୁଣ୍ଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ କରି ପୂଜା ପାଠ ଦ୍ୱାରା ଠାକୁରଙ୍କ ଆଶିଷ ଭିକ୍ଷା କରିଥିବା ଲକ୍ଷ୍ୟ କରାଯାଇଛି.

Exit mobile version