କଟକ ଇନଣ୍ଡୋର ଷ୍ଟାଡିୟମରେ ୩୭ ତମ ଟାଇକୋଣ୍ଡୋ ଚମ୍ପିୟାନ ସିପ ଅନୁଷ୍ଠିତ

୦୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସ୍ଥିତ ଇନଣ୍ଡୋର ଷ୍ଟାଡିୟମ ରେ ୩୭ ତମ ଅଲ ଓଡ଼ିଶା ରାଜ୍ୟ ଟାଇକୋଣ୍ଡୋ ଚମ୍ପିୟାନ ସିପ ପ୍ରତିଯୋଗୀତା ଓଡିଶା ଟାଇକୋଣ୍ଡ ସଂପାଦକ ସନ୍ତୋଷ ମହାନ୍ତି , କଟକ ସଂପାଦକ ଶ୍ରୀ କାନ୍ତ ପରିଡ଼ା,

ସଭାପତିକୃଷ୍ଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନନ୍ତିମ ଦିବସରେ ଓଡ଼ିଶା ପୋଲିସ୍ କାର୍ଯ୍ୟ କରୁଥିବା ଏ ଏସ ଆଇ ଦୂର୍ଗେଶ ନନ୍ଦିନୀ ଦେ କଟକ ଟାଇକୋଣ୍ଡୋ ଡବଲ ଗୋଲ୍ଡ ଜିତିଥିଲାବେଳେ । ପ୍ରହଲାଦ ସାହ ମଧ୍ୟ ଗୋଲ୍ଡ ଜିତିବାର ସକ୍ଷମ ହୋଇଥିଲେ ।

ଏହି ଖେଳରେ ୩୫୦ ଜଣରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ୪ ଗୋଟି ବିଭାଗର ୩୪ ଟିସ୍ବର୍ଣ୍ଣ ,୩୪ ଟିରୂପା ଏବଂ ୬୮ଟି କଂସା ପଦକ ପାଇଥିଲେ । ଏହି କ୍ରୀଡାରେ ସରକାରଙ୍କ ସହଯୋଗର ଆବଶ୍ୟକ ଅଛି ବୋଲି ଟାଇକୋଣ୍ଡୋ ର ଟେକ୍ନିସିୟାନ ଜୟକୃଷ୍ଣ ପରିଡ଼ା କହିଛନ୍ତି।

Exit mobile version