ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ବୃକ୍ଷ ରୋପଣ

୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  କଟକ :->  କଟକ ମହାନଗର ନିଗମ ୫୭ ନମ୍ବର ୱ।ର୍ଡ଼ ଶ୍ରୀକୋରୁଆଁ ଗୋପାଳପୁର ସ୍ଥିତ ବନମ ମହୋତ୍ସବ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ରଶ୍ମିରଞ୍ଜନ ସାମନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ପ୍ରଭାକର ସେଠୀ ,

ଜୟଦେବ ସାମଲ , ଦିଲିପ ମଲ୍ଲିକ, ସଂଗୀତା ସିଂ, ତୋଫାନ ଭୋଇ , କୁନି ଜେନା , ସୁରେଶ ବେହେରା ପ୍ରମୁଖ କର୍ମଚାରୀମାନେ ଷ୍ଟାଡିୟମ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏଥିରେ ପ୍ରଶାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version