ଓଡ଼ିଶାରେ ୬,୩୪,୦୯୦ ଟି ନମୁନା ପରୀକ୍ଷା କରାଯାଇଛି,୪୪,୧୯୩ ଜଣ ପଜିଟିଭ୍‌ ହ୍ନଟ,୩୦,୨୪୧ ଜଣ ସୁସ୍ଥ,୨୫୯ ଜଣ ମୃତ୍ୟୁ ।

ଓଡିଶା ତାଜା ନ୍ୟୁଜ୍ (୦୮ ଅଗଷ୍ଟ ଶନିବାର) ଭୁବନେଶ୍ୱର :- ସର୍ବଶେଷ ସ୍ୱାସ୍ଥ୍ୟ ସୂନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୬,୩୪,୦୯୦ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୪,୧୯୩ ଜଣ ପଜିଟିଭ୍‌ ହ୍ନଟ ହୋଇଛନ୍ତି ।

୩୦,୨୪୧ ଜଣ ରୋଗୀ ସଂ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । (ଆଜିର ସୁସ୍ଥ ସଂଖ୍ୟା-୧୫୪୪) ୨୫୯ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୩,୬୪୫ ରହିଛି । ୧୫,୧୮୯ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version