
୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ଙ୍କ ସମେତ ଲୋକ ପ୍ରତିନିଧି ଏବଂ ସଚେତନ ନାଗରିକ, କଲେଜ ଛାତ୍ର ଛାତ୍ରୀ, ସରକାରୀ କର୍ମଚାରୀ, ଓକିଲ ମାନଙ୍କୁ ନେଇ ମୋହନା ଥାନା କର୍ତ୍ତୃପକ୍ଷ ଏକ ବିରାଟ ଆଇନ ସଚେତନତା ଶିବିର ଅନୁଷ୍ଠିତ କରିଥିଲେ। ଏହି ଶିବିରରେ ଏସ ଡି ପି ଓ ଅଶ୍ୱିନ କୁମାର ନାୟକ ସଭାପତିତ୍ବ କରିଥିବା ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ବର୍ତ୍ତମାନ କେନ୍ଦ୍ର ସରକାର ନୂତନ ଆଇନ ଆଜି ଠାରୁ ପ୍ରଚଳନ କରିଥିବା ପ୍ରକାଶ କରିବା ସହ କେଉଁ କେଉଁ ଆଇନ ପରିବର୍ତ୍ତନ ହୋଇଛି

