Home ଓଡ଼ିଶା କାଗଜ କଲମରେ ଖର୍ଛ ହେଉଛି ଗାଁ କଲ୍ୟାଣ ସମିତି ଅର୍ଥ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ସରକାରଙ୍କ ରାଜ୍ୟରେ ଥିବା ଗାଁ ଗୁଡିକୁ ସଫାସୁତରା ରଖିବା ସହିତ ସଚେତନତା ସୃଷ୍ଟି କରିବା ପାଇଁ ଖର୍ଛ କରୁଛନ୍ତି କୋଟି କୋଟି ଟଙ୍କା । ଏଥି ନିମନ୍ତେ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକକୁ ମଧ୍ୟ ଲକ୍ଷ ଲକ୍ଷ ହେଉଛି ହେଲେ ସେହି ଅର୍ଥସବୁ ଠିକ୍ ଭାବରେ ବ୍ୟୟ ନହୋଇ କେବଳ କାଗଜ କଲମରେ ଖର୍ଛ ହେବାପରି ଦର୍ଶାଯାଉଥିବା ଅଭିଯୋଗ ହେଉଛି । ଅବସଚେନତା କାରଣରୁ ବ୍ଳକର ଅଧିକାଂଶ ଗ୍ରାମରେ ଅଳିଆ ଆବର୍ଜନା ସବୁ ପଡାରହି ଦୂଷିତ ପରିବେଶ ସୃଷ୍ଟି କରିବା ସହିତ ମ୍ୟାଲେରିଆ ଓ ଝାଡାବାନ୍ତି ଭଳି ରୋଗ ବୃଦ୍ଧି ପାଇଛି । ଏହାର ନିରାକରଣ ସହିତ ଲୋକମାନଙ୍କୁ ସଚେତନତା କରିବା ନିମନ୍ତେ ସରକାର ଗାଁ କଲ୍ୟାଣ ସମିତିମାନ ଗଠନକରି ଲୋକଙ୍କ ଜରିଆରେ ଅର୍ଥ ଖର୍ଛକରି ସଚେତନତା ସୃଷ୍ଟି କରିବା ସହିତ ଗ୍ରାମ ପରିବେଶକୁ ସଫାସୁତୁର କରିବା କଥା ହେଲେ ଆର,ଉଦୟଗିରି ବ୍ଳକରେ ତାହା ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଠାକାର ଲୋକଙ୍କ ନିରକ୍ଷରତା , ସରଳତା ଓ ସଚେତନତାର ଅଭାବ ହେତୁ ବ୍ଳକର ବିଭିନ୍ନ ଗ୍ରାମକୁ ଗାଁ କଲ୍ୟାଣ ପାଣ୍ଠି ନାମରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ କେବଳ କାଗଜ କଲମରେ ଖର୍ଛ ହେବଭଳି ଦର୍ଶାଯାଇ ବିଲ୍କରି ଚଳୁକରି ଦିଆଯାଇଛି । କେଉଁ ଗାଁ ରେ ବାବଦକୁ କେତେ ଅର୍ଥ ଆସୁଛି ଓ କେତେ ଖର୍ଛ ହୋଇଛି । ତାହା ଗାଁର ଲୋକେ ଜାଣିପାରୁ ନାହାନ୍ତି । ଆର,ଉଦୟଗିରି ଗ୍ରାମର ବିଭିନ୍ନ କୁଡୁଡ ଅଳିଆ ଗଧା ପଢିଥିଲେ ମଧ୍ୟ ବ୍ଳକ ପ୍ରଶାସନର ନିଭାନାହିଁ । ସେହିପରି ଆର,ଉଦୟଗିରି ତେତୁଲି ସାହିର ଏକ ପଡିଆ ସାହିର ଲୋକେ ସମସ୍ତ ଅଳିଆ ପକାଇ ଦ୍ବାରା ସାହିକୁ ଅଳିଆ ଉପରେ ଯିବୁ ପଡୁଛି । ଯଦି ଭିଜିଲାନ୍ସ ବିଭାଗ ଦ୍ବାରା ଏହାର ତଦନ୍ତ କରାଯିବ ତାହାହେଲେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି । ଏହାର ପ୍ରକୃତ ରହସ୍ୟ ମିଳିପାରିବ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଉଦଘାଟନ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ଅବସରରେ ସାମ୍ବାଦିକମାନଙ୍କ ଦ୍ବାରା ବୃକ୍ଷ ରୋପଣ by Proprietor Abhimanyu Maharana October 4, 2026 ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026