
୦୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦରର ନବ ନିର୍ବାଚିତ ବିଜେପି ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ କଟକ ସଦର ବ୍ଲକର ଉରାଳୀ , ଖଣ୍ଡେଏତା , ଆମଣ ପଞ୍ଚାୟତରେ ଥିବା ୫ ଗୋଟି ସରକାରୀ ହାଇସ୍କୁଲରେ ପହଞ୍ଚି ୫ଟିରେ ହୋଇଥିବା କାର୍ଯ୍ୟ ବୁଲି ଦେଖିବା ସହିତ ଶିକ୍ଷାର ଉନ୍ନତି କରଣ ,ପାନୀୟ ଜଳ, ସୌଚାଳୟ, ସାଇକେଲ ଷ୍ଟାଣ୍ଡ ଆଦି ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଠାରୁ ପଚାରି ବୁଝିଥିଲେ ।

