
ଖପ୍ରାଖୋଲ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ସାମାଜିକ ସମୀକ୍ଷା ଜନ ଶୁଣାଣୀ, ଚାରି ଶହ ଏକ ପରିବାର ପାଇଛନ୍ତି ଦୁଇ ଶହ ଦିନ ର କାମ

