
0୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଂକିଆ :-> ଆଜି ଠାରୁ ଦେଶରେ ଲାଗୁ ହୋଇଛି ନୂତନ ଆଇନ । ନୂତନ ନ୍ୟାୟ ସଂହିତାକୁ ଲାଗୁ କରିଛନ୍ତି ଭାରତ ସରକାର । ଫଳରେ ଶହ ଶହ ବର୍ଷ ଧରି ଚଳି ଆସିଥିବା ଭାରତୀୟ ପିଙ୍ଗଳ କୋର୍ଡ କୁ ନୂତନ ଆଇନ ବଳ ରେ ରଦ୍ଧ କରିଛନ୍ତି ଭାରତ ସରକାର । ଫଳରେ ଭାରତର ନାଗରିକ ମାନେ ଆଜି ଠାରୁ ନ୍ୟାୟ ପାଇ ପାରିବେ । ଏ ନେଇ ବ୍ୟାପକ ଜନ ସଚେତନତା ଆରମ୍ଭ କରିଛନ୍ତି ସରକାର ।
