Home ଓଡ଼ିଶା ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି : ବିକ୍ରି ହେବ ଭୁବନେଶ୍ବର ବିମାନବନ୍ଦର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରାଜ୍ୟବାସୀଙ୍କୁ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି ବିକ୍ରି ହେବ ଭୁବନେଶ୍ବର ବିମାନବନ୍ଦର, ଅହମ୍ମଦବାଦ, ଲକ୍ଷ୍ନୌ, ବିମାନବନ୍ଦର ଦେଶର ଶ୍ରେଷ୍ଠ ୨୦ ଲାଭଦାୟକ ମାଙ୍ଗାଲୋର, ଜୟପୁର, ଗୌହାଟୀ ଓ ବିମାନବନ୍ଦର ମଧ୍ଯରେ ଅନ୍ୟତମ ତିରୁଅନନ୍ଧପୁରମ୍ – ଏହି ୬ଟି ବିମାନବନ୍ଦରର ଘରୋଇକରଣ ପରେ ବିମାନ ଭଡ଼ା ବଢ଼ିବା ଘରୋଇକରଣ ସରିଛି । ଆଦାନୀ ଗ୍ରୁପ୍ ୬ଟି ଯାକ ସ୍ବାଭାବିକ । ଲାଭରେ ଚାଲୁଥିବା ଏକ ବିମାନବନ୍ଦର ପରିଚାଳନା କରୁଛି । ଏବେ ବିମାନବନ୍ଦରର ପରିଚାଳନା ଭାର ଘରୋଇ ଦ୍ଵିତୀୟ ପର୍ଯ୍ୟାୟରେ ଭୁବନେଶ୍ବର, ଇନ୍ଦୋର, ସଂସ୍ଥା ହାତକୁ ଟେକି ଦିଆଯିବା କେତେଦୂର ବାରାଣସୀ, ଅମୃତସର, ରାୟପୁର ଓ ଯୁକ୍ତିସଂଗତ ତଥା ଏହାଦ୍ବାରା ରାଜ୍ୟର କି ସ୍ବାର୍ଥ ତିରୁଚିରାପାଲୀ ସହରରେ ଥିବା ବିମାନବନ୍ଦର ସାଧୂତ ହେବ, ତାହା ବାସୁବିକ ଚିନ୍ତାର ବିଷୟ । ଘରୋଇ କରଣ ମୁହାଁ । କୁହାଯାଉଛି ଯେ, ଓଡିଶାର ଜନସାଧାରଣ ନୂଆ ସରକାରଙ୍କ ନିର୍ବାଚନ ପୂର୍ବରୁ ମୋଦି ସରକାର ଏନେଇ ଉପରେ ଖୁବ୍ ଆସ୍ଥା ପ୍ରକଟ କରିବା ପରେ, ଏକ ନିଷ୍ପତ୍ତି ନେଇଥିଲେ । ଖୁବ୍ଶୀଘ୍ର ସେହି ନିଷ୍ପତ୍ତିରେ ଲାଭଦାୟକ ଏୟାରପୋର୍ଟକୁ ପିପିପି ମୋଡ୍ରେ କେନ୍ଦ୍ର କ୍ୟାବିନେଟ ମୋହର ବାଜିବ । ଏହି ଚଳାଇବା ଅର୍ଥାତ୍ ପରୋକ୍ଷରେ ଏହାକୁ ଘରୋଇ ଖବର ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କମ୍ପାନୀକୁ ବିକିଦେବା ନିଷ୍ପତ୍ତ ରାଜ୍ୟବାସୀଙ୍କୁ କାରଣ, ଦ୍ବିତୀୟ ପର୍ଯ୍ୟାୟରେ ଘରୋଇକରଣ ଡବଲ୍ ଇଂଜିନ୍ ସରକାରର ପ୍ରଥମ ଭେଟି ବୋଲି ହେବାକୁ ଥିବା ବିଜୁ ପଟ୍ଟନାୟକ ଆନୁର୍ଜାତିକ ବୁଝିବାକୁ ହେବ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ରାଜନୀତି, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026