Home ଓଡ଼ିଶା ପତ୍ରାପାଲି ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲବ୍ଲକ ଅଧୀନସ୍ଥ ଟଙ୍କପାଣି ସାଧନକେନ୍ଦ୍ର ଅନ୍ତର୍ଗତ ପତ୍ରାପାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୂଡ଼ାମଣି ଧରୁଆ ଙ୍କ ଅବସର ସମ୍ବର୍ଦ୍ଧନା ଉତ୍ସବ ରେ ସୁନୀଲ କୁ ମହାନନ୍ଦ ଙ୍କ ଅଧକ୍ଷତାରେ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରୁଦ୍ରଦେବ ଷଢଙ୍ଗୀ ବିଆରସିସି ତଥା ଗୋଷ୍ଠୀ ସହ ଶିକ୍ଷ୍ୟା ଅଧିକାରୀ ଖପ୍ରାଖୋଲ ମୁଖ୍ୟ ଅତିଥି, ମିନିକେତନ ବରିହା ଗୋଷ୍ଠୀ ସହ ଶିକ୍ଷ୍ୟା ଅଧିକାରୀ ସମ୍ମାନିତ ଅତିଥି, ନାରାୟଣ କିଷାନ ସଭାପତି ପୁରୁଣା ପେନସନ ଶିକ୍ଷକ ସଙ୍ଘ ଖପ୍ରାଖୋଲ, ସୁଶୀଲ କୁମାର ପୋଢ଼ ସଭାପତି NPS ଶିକ୍ଷକ ସଂଘ ଖପ୍ରାଖୋଲ, ମୋତିଲାଲ ତାଣ୍ଡି ସଭାପତି ବ୍ଲକ ଏକ୍ସକ୍ୟାଡ଼ର ସଂଘ ଖପ୍ରାଖୋଲ, ପ୍ରଦୀପ କୁମାର କୁମ୍ଭାର ସଭାପତିJts, ମାଧବ ଚନ୍ଦ୍ର ସାହୁବରିଷ୍ଠ କିରାଣୀ ଗୋଷ୍ଠୀ ଶିକ୍ଷ୍ୟା କାର୍ଯ୍ୟାଳୟ ଖପ୍ରାଖୋଲ,ସଭାକୁ ମୁକେଶ ସୁନା, ସଂଯୋଜନା କରିଥିଲେ ଯୁଗଲ ବାଗ କୁଳମଣି ଧରୂଆ ଦିବାକର ବାରିକ ଦୟାସାଗର ମାଝି ବ୍ୟାସଦେବ ବିଶ୍ଵାଲ ଶେଷଦେବ ଦାସ ଶତ୍ରୃଘନ ଧାରୁଆ ପ୍ରମୁଖ ସହଯୋଗ କରିଥିଲେ. Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026