ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗଲୋର

୨୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗଲୋର :-> ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗଲୋର ର ମହତ୍ୱପୂର୍ଣ୍ଣ କାର୍ଯ୍ୟ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ଗ୍ରାମ ର ସନାତନ ରାଉତ ଙ୍କ ପୁଅ ତପନ କୂମାର୍ ରାଉତ ଦୀର୍ଘ ୩ ରୁ ୪ ବର୍ଷ ପୂର୍ବେ ବାଙ୍ଗଲୋର ସହର କୁଡ଼ଲୁ ଭିଲେଜ୍ ମୁନେସ୍ଵର୍ ଲେଆଉଟ ରେ ରହି ସ୍ବୀଗ୍ଗି ଜମାଟୋ କ୍ୟାମ୍ପାନି ରେ ଡେ଼ଲିଭରି ବଏ ଭାବରେ କାମ କରୁ ଥିଲେ କୌଣସି କାରଣ ରୁ ଗତ କାଲି ସେ ନିଜ ରୁମ ରେ ଆତ୍ମହତ୍ୟା କରି ଛନ୍ତି

ଏହି ଖବର ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ର ସଭାପତି ଧନେଶ୍ୱର ମହାନ୍ତି ସମ୍ପାଦକ ସନ୍ତୋଷ କୁମାର ବିଶ୍ୱାଳ କୋଷାଧ୍ୟକ୍ଷ ଈଶ୍ୱର କୁମାର ଜେନା ଓ କମିଟି ମେମ୍ବର ରତିକାନ୍ତ ବେହେରା ରାମ ଚନ୍ଦ୍ର ବାରିକ ସ୍ୱରୂପ କୁମାର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ବାଣ୍ଡେ ପାଲ୍ୟା ପୋଲିସ କୁ ଖବର ଦେଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ କୁ ଉଦ୍ଧାର କରି ଅପମ୍ରୁତ୍ୟୁ ମାମଲା ରୁଜୁ କରି ଥିଲେ

ମାମଲା ଦୟାର୍ ହେବା ପରେ ବାଙ୍ଗଲୋର ସହର ରେ ଥିବା ସଞ୍ଜନ୍ସ୍ ସ୍ୟାସ୍ଥ୍ୟ କେନ୍ଦ୍ର କୁ ସବ ବ୍ୟବଛେଦ ପାଇଁ ପଠାଇଥିଲେ ତପନ ରାଉତ ଙ୍କ ସେଠାରେ ପରିବାର ଲୋକ କହିଲେ ତାଙ୍କର ଏକ ଛୋଟ ଭଉଣୀ ସାଥିରେ ରହୁଥିଲେ ତେଣୁ କରି ସବ ଟିକୁ ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗଲୋର ର ସଦସ୍ୟ ଙ୍କୁ ସତ୍କାର ପାଇଁ ହସ୍ତାନ୍ତର କରିଥିଲେ ସେବା ଟ୍ରଷ୍ଟ ର ସଦସ୍ୟ ଙ୍କ ମିଳିତ ଉଦ୍ୟମ ରେ ସବଦାହ କରିଛନ୍ତି ପ୍ରବାସି ଓଡ଼ିଆ ମା ଙ୍କ ପ୍ରତି ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗଲୋର ର ଦିନ କୁ ଦିନ ଅବଦାନ ବଢ଼ିବାରେ ଲାଗିଛି .

Exit mobile version