ସାଥ୍ ଦେବନି BJD : ରାଜ୍ୟସଭାରେ ସରକାରଙ୍କୁ ସପୋର୍ଟ କରିବନି ବିଜେଡି : ନବୀନ ଦେଲେ ରଣହୁଙ୍କାର….

ମୋଦୀ ସରକାରଙ୍କୁ ସର୍ବଦା ସମର୍ଥନ କରି ଆସିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ(ତତ୍କାଳୀନ) ନବୀନ ପଟ୍ଟନାୟକ । କିନ୍ତୁ ଚଳିତବର୍ଷ ନିର୍ବାଚନରେ ବିଜେଡିକୁ ପରାସ୍ତ କରି ଓଡ଼ିଶାରେ ପ୍ରଥମ ଥର ସରକାର ଗଢିଛି ବିଜେପି । ତେବେ ମୁଖ୍ୟମନ୍ତ୍ରୀ ହରାଇବା ପରେ ବିରୋଧୀ ଦଳର ନେତା ଭାବରେ ନବୀନ ପଟ୍ଟନାୟକ ପ୍ରଥମ ଥର ରଣହୁଙ୍କାର ଦେଇଛନ୍ତି ।
Related Content
ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
by
Proprietor Abhimanyu Maharana
August 19, 2026
ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ
by
Proprietor Abhimanyu Maharana
August 19, 2026
ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ
by
Proprietor Abhimanyu Maharana
August 19, 2026
Rashtriya Prabasi Odia Paribar hosts Health Camp
by
Proprietor Abhimanyu Maharana
August 19, 2026
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ
by
Proprietor Abhimanyu Maharana
August 19, 2026
ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ
by
Proprietor Abhimanyu Maharana
August 19, 2026