ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଲେ ଶିଶୁକବି

୨୩ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ କଳାକାର ସଂଘର ଉପଦେଷ୍ଟା ତଥା ଶିଶୁକବି ଜୟକୃଷ୍ଣ ବାରିକ ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ, ଉପଢୌକନ,

ମାନପତ୍ର ଓ ପୁସ୍ତକ ପ୍ରଦାନ କରି ଶୁଭେଚ୍ଛା ଜଣାଇଲେ। ସେ ପୁର୍ବରୁ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀଙ୍କଠାରୁ ମାନପତ୍ର ପାଇ ପୁରସ୍କୃତ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ଠାରୁ ମଧ୍ଯ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିଲେ । ସେ ଭାପୁର ତଥା ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ।

Exit mobile version