
୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସ୍ନାନ ବେଦୀ ରେ ଶ୍ରୀବିଗ୍ରହ ସ୍ନାନ ପରେ ଗଜାନନ ବେଶ ରେ କ୍ତମାନଙ୍କୁ ଦର୍ଶନ ଦେଇଛନ୍ତି |ଆଜି ଜ୍ଯେଷ୍ଠ ଶୁକ୍ଳ ପୂର୍ଣ୍ଣିମା ତିଥି | ଶ୍ରୀମନ୍ଦିରର ଆନନ୍ଦବଜାର ଠାରେ ଥିବା ସ୍ନାନ ବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କରିଛନ୍ତି । ଏହି ଦିନ ହେଉଛି ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଏହି ସ୍ନାନ ଏକ କାଠର ମଞ୍ଚ ଉପରେ ସମାପନ କରିଥିଲେ |

