ଇଟମାଟି ଇଣ୍ଡରୋ ଷ୍ଟାଡିୟମ ଠାରେ ଅନ୍ତରାଷ୍ଟିୟ ଯୋଗ ଦିବସ ପାଳିତ

୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ ଜିଲ୍ଲା :-> ଇଟମାଟି ବ୍ଲକ୍ ଇଟମାଟି ଇଣ୍ଡରୋ ଷ୍ଟାଡିୟମ ଠାରେ ଅନ୍ତରାଷ୍ଟିୟ ଯୋଗ ଦିବସ ପାଳିତ ହୋଇଜାଇଅଛି l ଇଟାମାଟି ବୈଦିକ ଯଜ୍ଞ ଓ ଯୋଗ ପରିବାର ଓ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ବଡପଣ୍ଡୁସର ତରଫରୁ ଆୟଜନ କରାଜାଇଥିଲ । ଯୋଗ ଗୁରୁ ପ୍ରଦୀପ କୁମାର ସାହୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଶିଖାଇଥିଲେ ।

ନୟାଗଡ଼ ପ୍ରଦୁନ ଚରଣ ସାହୁ BDO ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ଯୋଗ ହେଉଛି ଏକ ଶାରୀରିକ ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶରୀରରେ ପାକୁତିକ ସହନ ସିଲତାକୁ ବଢ଼ାଇଥାଏ । ଦିଲ୍ଲୀପ ବସନ୍ତିଆ, ଆଶୁତୋଷ ସାନ୍ତସିଂହାର, ଲୋକନାଥ ଶାଥୁଆ, ଦୀପକ ଦଳବେହେରା , ପାଥ ସାରଥୀ ମିଶ୍ର,ସୁରେନ୍ଦ୍ର ପ୍ରଧାନ,ପ୍ରଭାକର ପଳେଇ,ମିତାରାନୀ ସାମନ୍ତରାୟ,ସ୍ବାସ୍ଥ୍ୟ ବିଭାଗ ଓ ଯୋଗ ପରିବାର ତରଫରୁ ପାଳନ କରାଯାଇଥିଲେ ।

Exit mobile version