ଏମ୍‌ସ୍‌ ଭୁବନେଶ୍ୱରରେ ଅନେକ ଯନ୍ତ୍ରପାତି ଅଚଳ ହୋଇପଡ଼ିଛି

ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ଭୁବନେଶ୍ୱରରେ ଏମ୍‌ସ୍‌ ଅନେକ ଯନ୍ତ୍ରପାତି ଅଚଳ ହୋଇପଡ଼ିଛି । କେଉଁ ଯନ୍ତ୍ରପାତି ଆରମ୍ଭରୁ ଚାଲି ନାହିଁ ତ ଆଉ କେଉଁଟି ବ୍ୟାଟେରି ବ୍ୟାକଅପ୍‌ ନ ଥିବା କାରଣରୁ କାର୍ଯ୍ୟକ୍ଷମ ହେଉନାହିଁ । ଏଥିରେ ଭେଣ୍ଟିଲେଟର୍‌, ଅକ୍ସିମିଟର୍‌, କାର୍ଡିଆକ୍ ମନିଟର୍‌ ଭଳି ଯନ୍ତ୍ରପାତି ରହିଛି ।

Exit mobile version