ରାଜଧାନୀର ରାସ୍ତାଘାଟ ଓ ନାଳ ନର୍ଦ୍ଦମାରେ ଆଉ ପଶୁପକ୍ଷୀଙ୍କ ମୃତଦେହ ପଡ଼ି ରହିବ ନାହିଁ

ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- ଏଣିକି ରାଜଧାନୀର ରାସ୍ତାଘାଟ ଓ ନାଳ ନର୍ଦ୍ଦମାରେ ଆଉ ପଶୁପକ୍ଷୀଙ୍କ ମୃତଦେହ ପଡ଼ି ରହିବ ନାହିଁ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପଶୁପକ୍ଷୀଙ୍କ ଶବଗୁଡ଼ିକୁ ପୋଡ଼ିବାକୁ ଯୋଜନା ପ୍ରସ୍ତୁତ କରିଛି ।

Exit mobile version