ଉଫ ସେଵାଶ୍ରମରେ ପିତୃ ଦିବସ ପାଳିତ

୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୟାଳିଶମୌଜା  :->  କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୨ ମୈIଜାର ବ୍ରହ୍ମପୁର ମୌଜାରେ ଅବସ୍ଥିତ ଉଫ ସେବାଶ୍ରମଠାରେ ରହୁଥିବା ଅବହେଳିତ ପିତା ମାନଙ୍କ ପୂଜାର୍ଚ୍ଚନା କରି ପିତୃ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ ମହାରଣାଙ୍କ ପୈIରହିତ୍ୟରେ ଆଶ୍ରମରେ ଥିବା ଅନ୍ତେବାସୀମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି , ସରୋଜ ନଳୀନି ପରିଜା, ପ୍ରଦୀପ୍ତ କୁମାର ଦାସ, ପ୍ରଣବ କୁମାର ଦାସ,ବସନ୍ତ କୁମାର ପଣ୍ଡା, ଚିନ୍ମୟୀ ପଟ୍ଟନାୟକ, ଅନୀତା ଦାସ, ଜୟନ୍ତୀ ମହାରଣା, ମାନସ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

Exit mobile version